୧୦ ଦିନରେ ୩ ଆୟୁଷ ଡାକ୍ତର ସଂକ୍ରମିତ: ରାଜଧାନୀରେ ଡାକ୍ତରଙ୍କ ରହଣୀକୁ ନେଇ ଅସନ୍ତୋଷ

ମୃତ୍ୟୁ ପରେ ଆୟୁଷ ଡାକ୍ତରଙ୍କୁ ଦିଆଯାଉନି ଉପଯୁକ୍ତ ସମ୍ମାନ ଭୁବନେଶ୍ୱର : ରାଜଧାନୀରେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି। ମାତ୍ର କାର୍ଯ୍ୟରେ ଯୋଗ ଦେବାର ୧୦ ଦିନ ଭିତରେ ଏ ପର୍ଯ୍ୟନ୍ତ ୩ଜଣ ମେଡିକାଲ ଅଫିସର୍‌ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କୁ ଉପଯୁକ୍ତ ସୁବିଧା ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବିଏମ୍‌ସି … Continue reading ୧୦ ଦିନରେ ୩ ଆୟୁଷ ଡାକ୍ତର ସଂକ୍ରମିତ: ରାଜଧାନୀରେ ଡାକ୍ତରଙ୍କ ରହଣୀକୁ ନେଇ ଅସନ୍ତୋଷ